3 Mar 2026, Tue

ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଲେ ଦୁଇ ଆଇଆଇଟି ଛାତ୍ରୀ

 ଝାରସୁଗୁଡା : ଝାରସୁଗୁଡାରେ ଆୟୋଜିତ ଯୁବ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ସ୍ୱାଗତ କରିଥିଲେ । ଏହାପରେ ବିଭିନ୍ନ ବର୍ଗରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ପଶାପାଲି ଓ ତାରକସିର ନିର୍ମିତ ସ୍ମୃତି ଚିହ୍ନ ଭେଟି ଦେଇଛନ୍ତି  ଆଇଆଇଟି ଛାତ୍ରୀ ବର୍ଷା ମୁଣ୍ଡା ଓ କମଳା କୁଜୁର । ଏହି ଅବସରେ ମୋଦୀ ସେମାନଙ୍କ ସହ କଥା ହୋଇଥିଲେ ।

Leave a Reply

Your email address will not be published. Required fields are marked *