11 Mar 2026, Wed

ରାଜ୍ୟରେ ପ୍ରଥମଥର ସରକାରୀ ସ୍ତରରେ ଜଣେ ମହିଳା ଡ୍ରାଇଭରଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ପ୍ରଥମଥର ସରକାରୀ ସ୍ତରରେ ଜଣେ ମହିଳା ଡ୍ରାଇଭରଙ୍କୁ ମିଳିଲା ନିଯୁକ୍ତି। ସନ୍ଧ୍ୟାରାଣୀ ମାଝୀ ନାମ୍ନୀ ମହିଳା ସରକାରୀ ଗାଡ଼ି ଡ୍ରାଇଭର ଭାବେ ନିଯୁକ୍ତି ପାଇ ଇତିହାସ ରଚିଛନ୍ତି। ପରିବହନ ବିଭାଗର ପ୍ରମୁଖ ସଚିବ ଥିବା ଶ୍ରୀମତୀ ଉଷା ପାଢୀଙ୍କ ସରକାରୀ ଗାଡ଼ି ଚଲାଇବା ପାଇଁ ଓଡ଼ିଶାର ପ୍ରଥମ ମହିଳା ଡ୍ରାଇଭର ଭାବେ ନିଯୁକ୍ତି ପାଇଛନ୍ତି ସନ୍ଧ୍ୟା ରାଣୀ ମାଝୀ।

Leave a Reply

Your email address will not be published. Required fields are marked *