Alok Prasad
last seen today at 10:10
Use WhatsApp on your phone to see older messages from before 4/6/2026.
6/17/2026
0:13
10:16
Slog - ଭକ୍ତଙ୍କ ଗୁହାରି ଶୁଣନ୍ତି ମା ଦକ୍ଷିଣକାଳୀ !
Script - ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଠାରୁ 15 କିମି ଦୂର ରେ ରହିଛି, ମା ଦକ୍ଷିଣ କାଳୀଙ୍କ ମନ୍ଦିର ! ଏହି ମନ୍ଦିର ସର୍ବ ପୁରାତନ ! ଏହି ମନ୍ଦିର କୁ ଯେ କେହିବି ଭକ୍ତ ମାନସିକ ରଖିଲେ, ତାର ମାନସିକ ପୂରଣ କରନ୍ତି ମା ଦକ୍ଷିଣ କାଳୀ !
ଏହି ମନ୍ଦିର ର ପରିବେଶ ଅତ୍ୟନ୍ତ ମନୋହର ! ଏହି ମନ୍ଦିର ପରିସର କୁ ଥରେ ଆସିଲେ ମା ର ସ୍ନେହ ରେ ବାନ୍ଧି ହୋଇଯାନ୍ତି ଭକ୍ତ !
Report - ଆଲୋକ କୁମାର ଦାସ
ଆଦ୍ୟାଶା ନ୍ୟୁଜ
10:20
6/19/2026
ଏ ସରକାର କେବଳ କଥା ରେ ସୀମିତ , କୌଣସି କାମ କୁ ନୁହେଁ : ଅଧିରାଜ ପାଣିଗ୍ରାହୀ ।। ଦୃଷ୍ଟି with Rasmita ।।
ଦୃଷ୍ଟି with Rasmita , ଖଡ଼ିଆଳ ବିଧାୟକ ଶ୍ରୀଯୁକ୍ତ ଅଧିରାଜ ମୋହନ ପାଣିଗ୍ରାହ...
youtu.be
08:07
Droupadi Murmu A Journey from a Tribal Village to the Presidency of India
“Droupadi Murmu: A Journey from a Tribal Village to the Presidency of India”* is a compelling biographical narrative that traces the extraordinary rise of Droupadi Murmu from a modest tribal background to the highest constitutional office in the nation. Born in a Santhal tribal family in a remote...
amzn.in
12:10
19:47
Yesterday
ସୁଜାତା ଙ୍କୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ସ୍ୱାର୍ଥପର : ପ୍ରଦୀପ ଦିସରି ।। ଦୃଷ୍ଟି with Rasmita ।।
ସୁଜାତା ଙ୍କୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ସ୍ୱାର୍ଥପର : ପ୍ରଦୀପ ଦିସର...
youtu.be
06:06
ସୁଜାତା ଙ୍କୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ସ୍ୱାର୍ଥପର : ପ୍ରଦୀପ ଦିସରି ।। ଦୃଷ୍ଟି with Rasmita ।।
ସୁଜାତା ଙ୍କୁ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ସ୍ୱାର୍ଥପର : ପ୍ରଦୀପ ଦିସର...
youtu.be
09:10
0:08
0:57
1:17
17:02
Slog- ସମ୍ବଲପୁର ତହସିଲ କାର୍ଯ୍ୟାଳୟ ରେ ବୈଦ୍ୟୁତିକ ଅସୁବିଧା ଯୋଗୁଁ ଜନସାଧାରଣ ଅସନ୍ତୋଷ !
Script - ସମ୍ବଲପୁର ତହସିଲ କାର୍ଯ୍ୟାଳୟ ରେ ଦେଖିବାକୁ ମିଳିଛି, ଅଭାବନୀୟ ଘଟଣା ! ଆଜି ଦୀର୍ଘ ଦିନ 10 ଟାରୁ ସଂନ୍ଧ୍ୟା ପର୍ଯ୍ୟନ୍ତ , ତହସିଲ କାର୍ଯ୍ୟାଳୟ ରେ ବିଦ୍ୟୁତ ନାହିଁ ! ଏପଟେ ଦୂର ଦୁରାନ୍ତର ରୁ ପିଲା ମାନଙ୍କ ପ୍ରମାଣ ପତ୍ର ନିମନ୍ତେ ତହସିଲ କାର୍ଯ୍ୟାଳୟ କୁ ଆସିଥିବା, ଅବିଭାବକ ମାନେ , ଦୀର୍ଘ 6,7 ଘଣ୍ଟା ଅପେକ୍ଷା କରି ରହିବା ଫଳରେ ଅସନ୍ତୋଷ ବୃଦ୍ଧି ପାଇଛି !
ଜନ ସାଧାରଣ ଙ୍କୁ ବୈଦ୍ୟୁତିକ ତ୍ରୁଟି ଦର୍ଶାଯାୟୀ ଦୀର୍ଘ 7 ଘଣ୍ଟା ଅପେକ୍ଷା କରିବାକୁ ଦିଆ ଯିବା କେତେଦୂର ଆଇନ ସଂମତ ତାହା ବାସ୍ତବିକ ବିଚାର ଯୋଗ୍ୟ !
ଏ ଉପରେ ତହସିଲ ଦାର ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ !
Report - ଆଲୋକ କୁମାର ଦାସ ( ଆଦ୍ୟାଶା ନ୍ୟୁଜ, ସମ୍ବଲପୁର )
17:14
Today
News ହେଲା କି ଭଉଣୀ
09:12