7 Mar 2026, Sat

ଜୟ ଢୋଲକିଆ ବିଜେପି ରେ ଯୋଗ ଦେବେ ???

ଆଦ୍ୟାଶା ନିଉଜ ଡେସ୍କ : ନୂଆପଡା ର ସ୍ବର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ପୁଅ ଜୟ ଢୋଲକିଆ ବିଜେପି ରେ ମିଶିବାକୁ ଯାଉଥିବାର ଚର୍ଚା ଜୋର ଧରିଛି | ପୂର୍ବରୁ ସେ ବିଜେଡି ରୁ ପ୍ରାଥୀ ହେବେ ବୋଲି କହୁଥିବାବେଳେ ଏବେ ବିଜେପି ଟିକେଟ ରେ ଲଢ଼ିବାକୁ ଯାଉଛନ୍ତି |
ତେବେ ଏ ସମ୍ପର୍କ ରେ ନିଦ୍ଧିଷ୍ଟ ଭାବେ କୌଣସି ଘୋଷଣା ହୋଇନାହିଁ |

Leave a Reply

Your email address will not be published. Required fields are marked *