7 Mar 2026, Sat

ଶ୍ରୀନଗରର ଥାନା‌ ପରିସରରେ ବିସ୍ଫୋରଣ

ନୂଆଦିଲ୍ଲୀ ; ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ସ୍ଥିତ ନୌଗାମ ଥାନାରେ ବିସ୍ଫୋରଣକୁ ‘ଦୁର୍ଘଟଣାଜନିତ’ କହିଛନ୍ତି ପୁଲିସ୍ ମହାନିର୍ଦ୍ଦେଶକ । ଗଣମାଧ୍ୟମକୁ ଏନେଇ ସୂଚନା ଦେଲେ ଜମ୍ମୁ-କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ କହିଛନ୍ତି ଏହା ଏକ ଦୁର୍ଘଟଣା । ବିସ୍ଫୋରଣ କାରଣ ସମ୍ପର୍କରେ ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ । ସେ ସ୍ପଷ୍ଟ କରିଛନ୍ତି କି, କୌଣସି ଆତଙ୍କୀ ହମଲା ହୋଇନାହିଁ । ଫରିଦାବାଦରୁ ଅଣାଯାଇଥିବା ବିସ୍ଫୋରକ ସାମ୍ପଲିଙ୍କ ସମୟରେ ହୋଇଥିବା ଦୁର୍ଭାଗ୍ୟଜନକ ଦୁର୍ଘଟଣା ।

Leave a Reply

Your email address will not be published. Required fields are marked *