ରେଢ଼ାଖୋଲ : ରେଢ଼ାଖୋଲ ବସ ଷ୍ଟାଣ୍ଡ ନିକଟ ରେ ଥିବା ସୋଫିଆ ମୋବାଇଲ ଫୋନ ଦୋକାନ ରେ ଆଜି ସକାଳେ ଅଚାନକ ଅଗ୍ନିକାଣ୍ଡ ଘଟି ଯାଇଛି |
ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ ବିଦ୍ୟୁତ୍ ସର୍ଟସରକିଟି ନିଆଁ ଲାଗିଯାଇଥିଲା | କେତେ କ୍ଷୟକ୍ଷତି ଘଟିଛି ତାହା ଆକଳନ କରାଯାଇ ନାହିଁ ଓ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ର କର୍ମଚାରୀ ଓ ସ୍ଥାନୀୟ ଯୁବକ ମାନେ ପହଂଚି ନିଆଁ କୁ ଆୟତ କରିଥିବାରୁ ଏକ ଭୟଙ୍କର ଦୁର୍ଘଟଣା କୁ ଏଡାଇ ଦିଆଯାଇ ପାରିଛି |

