ପାଲଲହଡା : ପାଲଲହଡା ବ୍ଲକ ଖମାର ଥାନା କରଡ଼ାପାଳ ଗାଁରେ ଅଭାବନୀୟ ଘଟଣା। ପଡ଼ୋଶୀ ଘର ଭିତରୁ ଆଜି ସକାଳେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ପରିବାର ଲୋକ l ହତ୍ୟା ସନ୍ଦେହ ଆଣିଛନ୍ତି ପରିବାର ଲୋକ, ମୃତ ଯୁବକ ହେଲେ ଧୀରେନ ବୋହିତା ।