ଭୁବନେଶ୍ବର : ସ୍ପେସାଲ କ୍ରାଇମ ୟୁନିଟ ହାତରେ ମହେଶ ବିହାରୀ। କମିସନରେଟ ପୁଲିସ ହାତରେ ଝାଡ଼ଖଣ୍ଡ ଅଭିଯୁକ୍ତ। ବନ୍ଧୁକ ବିକ୍ରି ଗ୍ୟାଙ୍ଗର ପର୍ଦାଫାସ କରିଛି ପୁଲିସ୍ । ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୮ ପିସ୍ତଲ ଓ ୩୧ଟି ଗୁଳି ଜବତ ହୋଇଛି।

ସ୍ପେସାଲ କ୍ରାଇମ ୟୁନିଟ ହାତରେ ମହେଶ ବିହାରୀ। କମିସନରେଟ ପୁଲିସ ହାତରେ ଝାଡ଼ଖଣ୍ଡ ଅଭିଯୁକ୍ତ। ବନ୍ଧୁକ ବିକ୍ରି ଗ୍ୟାଙ୍ଗର ପର୍ଦାଫାସ କରିଛି ପୁଲିସ୍। ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୮ ପିସ୍ତଲ ଓ ୩୧ଟି ଗୁଳି ଜବତ ହୋଇଛି I ଓଡ଼ିଶା ପୁଲିସ ହାତରେ ଧରାପଡ଼ିଥିବା ମୋଷ୍ଟ ୱାଣ୍ଟେଡ ଅପରାଧୀ ମହେଶ ବିହାରୀର ଘର ଝାଡ଼ଖଣ୍ଡରେ। ୧୩ ବର୍ଷ ଧରି ବନ୍ଧୁକ କାରବାର ଚଳାଇଥିଲା । ସେ ପୂଜା ବଜାରରେ ଦାଦାବଟି ପାଇଁ ବାହାରୁ ଆସିଥିଲା ବନ୍ଧୁକ ।
ଓଡ଼ିଶା ପୁଲିସ ହାତରେ ଧରାପଡ଼ିଥିବା ମୋଷ୍ଟ ୱାଣ୍ଟେଡ ଅପରାଧୀ ମହେଶ ବିହାରୀର ଘର ଝାଡ଼ଖଣ୍ଡରେI ୧୩ ବର୍ଷ ଧରି ବନ୍ଧୁକ କାରବାର ଚଳାଇଥିଲା ସେI ପୂଜା ବଜାରରେ ଦାଦାବଟି ପାଇଁ ବାହାରୁ ଆସିଥିଲା ବନ୍ଧୁକ ।

