14 Aug 2026, Fri

ବରଗଡ ଜେଲରେ କଏଦୀଙ୍କ ଆତ୍ମହତ୍ୟା!

ବରଗଡ: ବରଗଡ଼ ଜେଲରେ ଜଣେ କଏଦୀଙ୍କ ମୃତ୍ୟୁ । କଏଦୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାକୁ ନେଇ ପୁଲିସର ଛାନଭିନ ଜାରି ରହିଛି। ମୃତ କଏଦୀ ଜଣକ ଅତାବିରା ଥାନା ଅଞ୍ଚଳ ଜହ୍ନାପଡା ଗାଁର ପ୍ରାୟ ୪୦ ବର୍ଷିୟ ଗିରିଧାରୀ ରୋହିଦାସ ହୋଇଥିବା ସୂଚନା ରହିଛି। ଏକ ପୋକ୍ସୋ ମାମଲାରେ ସେ ବିଚାରାଧିନ ଭାବେ ଜେଲରେ ଥିଲେ। ତେବେ ଗିରିଧାରୀ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି ସେନେଇ ପୁଲିସ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *