7 Mar 2026, Sat

ଅଳ୍ପକେ ବର୍ତିଲେ ଅଶ୍ରୁମୋଚନ

ଭୁବନେଶ୍ୱର : ଅଭିନେତା ଅଶ୍ରୁ ମୋଚନଙ୍କ କାର ଦୁର୍ଘଟଣା ଗସ୍ତ ହୋଇଛି । ସୁଟିଂ ସାରି ରାତିରେ ଫେରୁଥିବା ବେଳେ କାର ସମ୍ମୁଖକୁ ହଠାତ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟିଥିଲା । ଭୁବନେଶ୍ୱର ପଟିଆ କଳାଝରି ସାଇପନ ନିକଟରେ ଦୟା ୱେଷ୍ଟ ନାଳ ଭିତରକୁ କାରଟି ଗଳିପଡିଥିଲା । ସ୍ୱଭାଗ୍ୟବଶତଃ ଅଶ୍ରୁମୋଚନ ସୁରକ୍ଷିତ ଅଛନ୍ତି । କୁହାଯାଉଛି ଯେ ଗାଡି ଆଗକୁ କୁକୁର ହଠାତ ପଶିବାର ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ଫଳରେ କାରଟି କେନାଳ ତଳକୁ ଖସି ପଡିଛି ।

Leave a Reply

Your email address will not be published. Required fields are marked *