5 Dec 2025, Fri

ବ୍ରହ୍ମାକୁମାରୀ ରାଜଯୋଗିନୀ ଡା. କମଳେଶ ଦିଦିଙ୍କ ପରଲୋକ

କଟକ : ରାଜଯୋଗିନୀ ଡା. କମଳେଶ ଦିଦିଜୀ ଆଜି ପୂବାହ୍‌ଣ ୧୦ଟା ୪୦ରେ ଦେହତ୍ୟାଗ କରି ଦିବ୍ୟ ଲୋକକୁ ପ୍ରସ୍ଥାନ କରିଛନ୍ତି। ତାଙ୍କର ପରଲୋକରେ ପରଲୋକ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳି ଯାଇଛି।

Leave a Reply

Your email address will not be published. Required fields are marked *