20 Jan 2026, Tue

ରାଉରକେଲାରେ ୩ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ରାଉରକେଲା କାର୍ଯ୍ୟାଳୟ ରୁ : ରାଉରକେଲାରେ ଏନ୍‌କାଉଣ୍ଟର । ୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଛି ରାଉରକେଲା ପୋଲିସ । ଯେଉଁଥିରେ ୩ ଜଣ ଅପରାଧୀ ଗୁରୁତର ହୋଇଛନ୍ତି । ସମସ୍ତ ଅପରାଧୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୋଲିସକୁ ଚକ୍‌ମା ଦେଇ ଫେରାର ବେଳେ ମୁହାଁମୁହିଁ

ଅଧିକ ବିବରଣୀ ପାଇଁ ପୋଲିସ ସହ ଯୋଗାଯୋଗ କରିଥିଲେ ମଧ୍ୟ ତଦନ୍ତ ଚାଲିଥିବାରୁ ମିଳିପାରିନାହିଁ  ।

Leave a Reply

Your email address will not be published. Required fields are marked *