30 May 2026, Sat

ମୟୂରଭଞ୍ଜ ପୁଲିସର ବଡ଼ ଧରଣର ଚଢ଼ାଉ, ଶତାଧିକ ଗାଈଗୋରୁ ଉଦ୍ଧାର

 ମୟୂରଭଞ୍ଜ :  ମୟୂରଭଞ୍ଜ-ବାଲେଶ୍ୱର ସୀମାବର୍ତ୍ତୀ ଜଙ୍ଖରାଇ ଉପକଣ୍ଠ ଦାହିବାଡି, ଗୋବିନ୍ଦରାୟପୁର ଓ ତାଳପଦା ଗାଁରେ ମୟୂରଭଞ୍ଜ ପୁଲିସର ବଡ଼ ଧରଣର ଚଢ଼ାଉ ଚାଲିଛି । ବେଆଇନ ଭାବେ ଇଦରେ କୁରବାନୀ ଦେବା ପାଇଁ ରଖାଯାଇଥିବା ଶତାଧିକ ଗୋରୁଗାଈଙ୍କୁ ଉଦ୍ଧାର କରାଯାଇଛି ।

Leave a Reply

Your email address will not be published. Required fields are marked *