10 Mar 2026, Tue

ଭିଜିଲାନ୍ସ ଜାଲରେ କାଶିପୁର ରେଞ୍ଜର

ରାୟଗଡା : ରାୟଗଡା ଜିଲା କାଶିପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କାଶିପୁର ସ୍ଥିତ ସରକାରୀ ବାସଭବନ ସମେତ ଏକକାଳୀନ ୯ଟି ସ୍ଥାନରେ ଆଜି ସକାଳୁ ଚଢାଉ ହେଉଛି ।

ମିଳିଥିବା ସୂଚନା ଅନୁସାରେ ବାଲିଗୁଡା, ବ୍ରହ୍ମପୁର, ଭଞ୍ଜନଗର, ସାନିକେତା, ନୟାଗଡ ଓ ଛତ୍ରପୁରରେ ଥିବା ବାସଭବନରେ ଭିଜିଲାନ୍ସ ଟିମ୍‍ ଚଢାଉ କରିଛନ୍ତି ।

Leave a Reply

Your email address will not be published. Required fields are marked *