7 Mar 2026, Sat

ମୁକ୍ତିଲାଭ କଲା ଆଦ୍ୟାଶା ମ୍ୟୁଜିକ ପକ୍ଷ ରୁ ନିର୍ମିତ ହିନ୍ଦୀ ରୋମାଣ୍ଟିକ ଗୀତ ତୁ ହିଁ ମେରୀ ଧଡକନ

ରେଢ଼ାଖୋଲ : ଆଦ୍ୟାଶା ମ୍ୟୁଜିକ ପକ୍ଷ ରୁ ନିର୍ମିତ ହିନ୍ଦୀ ରୋମାଣ୍ଟିକ ଗୀତ ତୁ ହିଁ ମେରୀ ଧଡକନ କୁ ଲୋକାର୍ପଣ କରିଛନ୍ତି ରେଢ଼ାଖୋଲ ଏନ .ଏ .ସି. ଅଧକ୍ଷ ଶ୍ରୀଯୁକ୍ତ ଶିବରାମ ସାହୁ  । ଏକ ନିରାଡ଼ମ୍ବର ଉତ୍ସବ ରେ ଏହି ଗୀତ ଟିକୁ ଲୋକାର୍ପଣ କରି ଏନ .ଏ .ସି. ଅଧକ୍ଷ ଶ୍ରୀଯୁକ୍ତ ଶିବରାମ ସାହୁ ଗୀତ ଟିକୁ ମନୋରଂଜନଧର୍ମୀ ଓ ଉଚ୍ଚକୋଟୀର ବୋଲି ପ୍ରକାଶ କରିଥିଲେ। କାଉନସିଇର ଶ୍ରୀଯୁକ୍ତ ଶୀତରଂଜନ ଭଞ୍ଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆଦ୍ୟାଶା ମ୍ୟୁଜିକ ର ପ୍ରଯୋଜିକା ଶ୍ରୀମତୀ ରଶ୍ମିତା ରାଉତ ଗୀତ ସମ୍ପର୍କ ରେ ସୂଚନା ପ୍ରଦାନ କରିଥଲେ ।ଏହି ଗୀତ ଟିକୁ ରଚନା ଓ ନିର୍ଦେଶନା ଶ୍ରୀ ସରୋଜ କୁମାର ରାଉତ ଦେଇଥିଲା ବେଳେ କଣ୍ଠଦାନ କରିଛନ୍ତି ଏସ କୁମାର ଓ ସାଥି ।   ଏକ ନିରାଡ଼ମ୍ବର ଉତ୍ସବ ରେ ଏହି ଗୀତ ଟିକୁ ଲୋକାର୍ପଣ କରି ଏନ .ଏ .ସି. ଅଧକ୍ଷ ଶ୍ରୀଯୁକ୍ତ ଶିବରାମ ସାହୁ ଗୀତ ଟିକୁ ମନୋରଂଜନଧର୍ମୀ ଓ ଉଚ୍ଚକୋଟୀର ବୋଲି ପ୍ରକାଶ କରିଥିଲେ। କାଉନସିଇର ଶ୍ରୀଯୁକ୍ତ ଶୀତରଂଜନ ଭଞ୍ଜ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆଦ୍ୟାଶା ମ୍ୟୁଜିକ ର ପ୍ରଯୋଜିକା ଶ୍ରୀମତୀ ରଶ୍ମିତା ରାଉତ ଗୀତ ସମ୍ପର୍କ ରେ ସୂଚନା ପ୍ରଦାନ କରିଥଲେ ।ଏହି ଗୀତ ଟିକୁ ରଚନା ଓ ନିର୍ଦେଶନା ଶ୍ରୀ ସରୋଜ କୁମାର ରାଉତ ଦେଇଥିଲା ବେଳେ କଣ୍ଠଦାନ କରିଛନ୍ତି ଏସ କୁମାର ଓ ସାଥି ।

Leave a Reply

Your email address will not be published. Required fields are marked *