13 Sep 2026, Sun

ଓଡ଼ିଶା ଛାତ୍ରୀଙ୍କ ମାନବିକ ପଦକ୍ଷେପ

ରାକ୍ଷୀ ଟଙ୍କା ଦାନ କରି ନେପାଳ ବନ୍ୟା ପୀଡ଼ିତଙ୍କ ପାଇଁ ଉଦାହରଣ ସାଜିଲେ ରେଢ଼ାଖୋଲର ଛାତ୍ରୀ ଆଦ୍ୟାଶା

₹୨,୧୦୦ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ; ଛାତ୍ରଛାତ୍ରୀଙ୍କୁ ମଧ୍ୟ ସହଯୋଗ ପାଇଁ ଆହ୍ୱାନ ରେଢ଼ାଖୋଲ: ମାନବିକତା ଓ ସାମାଜିକ ଦାୟିତ୍ୱର...