3 Mar 2026, Tue

ସିବିଆଇ ଜାଲରେ ଆରପିଏଫ୍ ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆର୍‌ପିଏଫ୍ ହାବିଲଦାର। ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ୍ ହାବିଲଦାର ମହମ୍ମଦ ଇଜହାର୍‌ କାବୁ ସିବିଆଇ ହାତରେ ଧରାପଡିଛନ୍ତି। ଜରି, ବୋତଲ ଗୋଟାଳିଙ୍କ ଠାରୁ ଲାଞ୍ଚ ନେଲା ବେଳେ ମାଡ଼ିବସିଲା ସିବିଆଇ। ସେପଟେ ଏ ନେଇ ସିବିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *