ଭୁବନେଶ୍ୱର : ତାପସ ଦାସ , ଜଣେ ଉଦୀୟମାନ ସାମ୍ବାଦିକ । ଦୀର୍ଘ ବର୍ଷ ଧରି ସେ ଜଣେ ଚର୍ଚିତ ସାମ୍ବାଦିକ ଥିଲେ । ପ୍ରାୟ ସବୁ ବଡ଼ ଗଣମାଧ୍ୟମ ରେ କାମ କରି ସାରିଛନ୍ତି l ଏବେ ସେ ଏବେ ଗୁରୁତର ଅସୁସ୍ଥ ହୋଇ ବର୍ତ୍ତମାନ ହାଇଟେକ ମେଡିକାଲ କଲେଜରେ ଚିକତ୍ସିତ ହେଉଛନ୍ତି । କ୍ୟାବିନ ନମ୍ବର 1534 । ଆର୍ଥିକ ଦୁସ୍ଥିତି ଦେଇ ଗତି କରୁଥିବାରୁ ତାଙ୍କର ଚିକିତ୍ସା ପାଇଁ ଅର୍ଥ ନାହିଁ l ସାହାଯ୍ୟ କରିବାକୁ ଇଛୁକ ବନ୍ଧୁ 9439487714 PhonePay number ରେ ସହଯୋଗ କରିପାରିବେ । ତାଙ୍କ ପତ୍ନୀଙ୍କ ନମ୍ବର +91 98618 49478 । ଆପଣଙ୍କ ସହଯୋଗ ଏହି ସମୟରେ ତାଙ୍କ ପାଇଁ ବେଶ ଉପଯୋଗୀ ହେବ l

