ଢେଙ୍କାନାଳ : ଅଜଣା ଗାଡ଼ି ଧକ୍କାରେ ତିନି ମୃତ। ଢେଙ୍କାନାଳ ପଞ୍ଚାବନ ନମ୍ବର ଜାତୀୟ ରାଜପଥ ଗୋବିନ୍ଦପୁର କଲ୍ୟାଣୀ ଗ୍ୟାସ ନିକଟରେ ଘଟିଛି ଦୁର୍ଘଟଣା। ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ଜଣାପଡ଼ିଛି।