26 Jul 2026, Sun

ସମ୍ବଲପୁର ତହସିଲ କାର୍ଯ୍ୟାଳୟ ରେ ବୈଦ୍ୟୁତିକ ଅସୁବିଧା ଯୋଗୁଁ ଜନସାଧାରଣ ଅସନ୍ତୋଷ !

 

ସମ୍ବଲପୁର – ସମ୍ବଲପୁର ତହସିଲ କାର୍ଯ୍ୟାଳୟ ରେ ଦେଖିବାକୁ ମିଳିଛି, ଅଭାବନୀୟ ଘଟଣା ! ଆଜି ଦୀର୍ଘ ଦିନ 10 ଟାରୁ ସଂନ୍ଧ୍ୟା ପର୍ଯ୍ୟନ୍ତ , ତହସିଲ କାର୍ଯ୍ୟାଳୟ ରେ ବିଦ୍ୟୁତ ନାହିଁ ! ଏପଟେ ଦୂର ଦୁରାନ୍ତର ରୁ ପିଲା ମାନଙ୍କ ପ୍ରମାଣ ପତ୍ର ନିମନ୍ତେ ତହସିଲ କାର୍ଯ୍ୟାଳୟ କୁ ଆସିଥିବା, ଅବିଭାବକ ମାନେ , ଦୀର୍ଘ 6,7 ଘଣ୍ଟା ଅପେକ୍ଷା କରି ରହିବା ଫଳରେ ଅସନ୍ତୋଷ ବୃଦ୍ଧି ପାଇଛି !
ଜନ ସାଧାରଣ ଙ୍କୁ ବୈଦ୍ୟୁତିକ ତ୍ରୁଟି ଦର୍ଶାଯାୟୀ ଦୀର୍ଘ 7 ଘଣ୍ଟା ଅପେକ୍ଷା କରିବାକୁ ଦିଆ ଯିବା କେତେଦୂର ଆଇନ ସଂମତ ତାହା ବାସ୍ତବିକ ବିଚାର ଯୋଗ୍ୟ !
ଏ ଉପରେ ତହସିଲ ଦାର ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ !
Report – ଆଲୋକ କୁମାର ଦାସ ( ଆଦ୍ୟାଶା ନ୍ୟୁଜ, ସମ୍ବଲପୁର )

MKJOK

Leave a Reply

Your email address will not be published. Required fields are marked *